ଟାଇମ୍ପାସ୍ ପକ୍ଷରୁ ପ୍ରତିବର୍ଷ ୩୦ ବର୍ଷ ବୟସସୀମାର ଓଡ଼ିଆ ଲେଖକ-ଲେଖିକାଙ୍କ ଭିତରେ ଗଳ୍ପ ଓ କବିତାର ଏକ ପ୍ରତିଯୋଗିତା ହୋଇଥାଏ । ସେଥିରୁ ୩୦ ଜଣ ନବପ୍ରତିଭାଙ୍କୁ ନିର୍ବାଚିତ କରାଯାଇ ସେମାନଙ୍କ ଲେଖାକୁ ‘ଉଦୟରାଗ’ ସଂକଳନରେ ସ୍ଥାନ ଦିଆଯାଏ । ୨୦୧୮ରୁ ଆରମ୍ଭ ହୋଇଥିବା ଏ ପରଂପରାର ଏହା ହେଉଛି ଦ୍ୱିତୀୟ ପ୍ରୟାସ, ଯେଉଁଥିରେ ୧୯ଜଣଙ୍କ କବିତା ଓ ୧୧ ଜଣଙ୍କ ଗଳ୍ପ ସ୍ଥାନ ପାଇଛି । ଏହାର ସଂପାଦନା କରିଛନ୍ତି ଲେଖକ ଓ ପ୍ରକାଶକ ସରୋଜ ବଳ ।
Udayraag 2 | ଉଦୟରାଗ ୨ | ସମ୍ପାଦନା: ସରୋଜ ବଳ (ଗଳ୍ପ ଓ କବିତା)
SKU: UR2SBL
₹115.00Price
Publisher : Timepass
First Edition : 2019
Language : Odia
Paperback : 120 pages
Country of Origin : India