ଟାଇମପାସ୍ ପ୍ରକାଶନ ଦ୍ୱାରା ପ୍ରତିବର୍ଷ ୩୦ ବର୍ଷ ବୟସ ସୀମାର ୩୦ ଜଣ ଓଡ଼ିଆ ଲେଖକ-ଲେଖିକାଙ୍କ ସୃଜନ-ସଂକଳନ ହେଉଛି ‘ଉଦୟରାଗ’। ୨୦୧୮ ମସିହାରୁ ପ୍ରତିଯୋଗିତା ଆଧାରରେ ନବପ୍ରତିଭାଙ୍କ ଗଳ୍ପ ଓ କବିତା ଚୟନ କରାଯାଇ ସରୋଜ ବଳଙ୍କ ସଂପାଦନାରେ ଏହା ପ୍ରତିବର୍ଷ ପ୍ରକାଶିତ ହୋଇଆସୁଛି। ‘ଉଦୟରାଗ-୩’ରେ କବିତା ବିଭାଗରେ ଅନ୍ତର୍ଯ୍ୟାମୀ ମିଶ୍ର, ଚିନ୍ମୟ ବାରିକ, ଚିନ୍ମୟ ରଞ୍ଜନ ମିଶ, ଦିଗମ୍ବର ପୁଟା, ଯୀଶୁକ୍ରୀଷ୍ଣ ଦାସ, ଲକ୍ଷ୍ମୀଧର ବେହେରା, ମାଧବ ନାଏକ, ରାଜେନ୍ଦ୍ର ଗିରି, ରାକେଶ କୁମାର ପରିଡା, ରମାକାନ୍ତ ନାଏକ, ରଶ୍ମିକାନ୍ତ ବାରିକ୍, ରୂପେଶ କୁମାର ସାହୁ, ସଂଘମିତ୍ରା ଭୂତିଆ, ଶିବସୁନ୍ଦର ରାଉତ, ଶୁଭମ ନାଏକ, ଶିଶିର କୁମାର ପାଣିଗ୍ରାହୀ, ସୋନାଲି ପଣ୍ଡା, ସୌଭାଗ୍ୟ କୁମାର ସାହୁ, ସୁଜାତା ଭୋଇ, ତୃପ୍ତିରଞ୍ଜନ ଦାସ ଏବଂ ଗଳ୍ପ ବିଭାଗରେ ବିଚିତ୍ରାନନ୍ଦ ଜେନା, ଦୟାନିଧି ପରିଡ଼ା, ଦୁର୍ଗାପ୍ରସାଦ ମଲ୍ଲିକ, ଜ୍ଞାନରଞ୍ଜନ ତ୍ରିପାଠୀ, ଜ୍ୟୋତିରଞ୍ଜନ ଜେନା, ଲୋପାମୁଦ୍ରା ନାୟକ, ପଦ୍ମନାଭ ନାଏକ, ପ୍ରିୟଦର୍ଶିନୀ ମହାନ୍ତି, ସତ୍ୟବ୍ରତ ସେଠୀ ପ୍ରମୁଖ ଲେଖକ-ଲେଖିକାଙ୍କ ଲେଖା ସ୍ଥାନ ପାଇଛି।
Udayraag 3 | ଉଦୟରାଗ ୩ | ସମ୍ପାଦନା: ସରୋଜ ବଳ
Publisher : Timepass
First Edition : 2022
Paperback : 132 pages
Reading age : 18 years and up
Country of Origin : India