ଟାଇମପାସ୍ ପ୍ରକାଶନ ଦ୍ୱାରା ପ୍ରତିବର୍ଷ ୩୦ ବର୍ଷ ବୟସ ସୀମାର ୩୦ ଜଣ ଓଡ଼ିଆ ଲେଖକ-ଲେଖିକାଙ୍କ ସୃଜନ-ସଂକଳନ ହେଉଛି ‘ଉଦୟରାଗ’। ୨୦୧୮ ମସିହାରୁ ପ୍ରତିଯୋଗିତା ଆଧାରରେ ନବପ୍ରତିଭାଙ୍କ ଗଳ୍ପ ଓ କବିତା ଚୟନ କରାଯାଇ ସରୋଜ ବଳଙ୍କ ସଂପାଦନାରେ ଏହା ପ୍ରତିବର୍ଷ ପ୍ରକାଶିତ ହୋଇଆସୁଛି। ‘ଉଦୟରାଗ-୪’ (୨୦୨୨)ରେ କବିତା ବିଭାଗରେ ଐଶୂର୍ଯ୍ୟା ରାଉତ, ଅଜୟ କୁମାର ଜେନା, ଭାଗୀରଥି ସେନାପତି, ବୀରେନ୍ଦ୍ର ନାୟକ, ବିସ୍ମୟ ବିହାରୀ ସାହୁ, ଧର୍ମରାଜ ମହାମଲ୍ଲିକ, ଦୁର୍ଗାଶିଷ ପଟ୍ଟନାୟକ, ଜ୍ୟୋତିରଞ୍ଜନ ସାହୁ, ମହେଶ୍ୱର ପଧାନ, ମନୀଷା ବିଶ୍ୱାଳ, ନାରାୟଣ ସାହୁ, ପ୍ରାଣକୃଷ୍ଣ ମହାତ୍ତର, ପୁଣ୍ୟଦୀପା ଖମାରୀ , ରାମକୃଷ୍ଣ ବାରିକ, ସନ୍ତୋଷ ଭୋଇ, ସରିତା ସାମଲ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ସୁଦିପା ସାହୁ, ସୁଜ୍ଞାନ ବେଣ୍ଟକାର, ସୁକୁମାର ପଣ୍ଡା ଏବଂ ଗଳ୍ପରେ ବିଜୟଲକ୍ଷ୍ମୀ ସାମନ୍ତରାୟ, ଚନ୍ଦ୍ରକାନ୍ତି ପ୍ରଧାନ, ଚିନ୍ମୟ ଦଣ୍ଡପାଟ, ଦେବଜ୍ୟୋତି ଅବିନାଶ, ଲକ୍ଷ୍ମୀପ୍ରିୟା ମହାନ୍ତି, ସତ୍ୟରଂଜନ ମିଶ୍ର, ଶ୍ରୀମାନୀ ପ୍ରିୟଦର୍ଶିନୀ ଦାସ, ସ୍ୱାଗତିକା ବେହେରା, ସ୍ୱାଗତିକା ମିଶ୍ର, ତପନ ସାହୁ ପ୍ରମୁଖ ଲେଖକ-ଲେଖିକାଙ୍କ ଲେଖା ସ୍ଥାନ ପାଇଛି।
Udayraag 4 | ଉଦୟରାଗ ୪ | ସମ୍ପାଦନା: ସରୋଜ ବଳ
Publisher : Timepass (1 January 2023)
Paperback : 132 pages
Reading age : 18 years and up
Language : Odia
Country of Origin : India